Yearly Archives

2020

ରାଜ୍ୟ ସରକାରଙ୍କ ଘୋଷଣା ;୪୮ ଘଣ୍ଟା ପାଇଁ ଭୁବନେଶ୍ବର – ଭଦ୍ରକ ସଂପୂର୍ଣ୍ଣ ତାଲା ବନ୍ଦ ।

ଭୁବନେଶ୍ୱର ୦୩।୦୪: କରୋନା ସମ୍ପର୍କିତ ନେଇ ରାଜ୍ୟ ସରକାରଙ୍କ ଜରୁରୀ ଘୋଷଣା ।ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭୁବନେଶ୍ୱରରେ ୮୦ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ।

ପୋଲସରା,( ପିପିଟି ନ୍ଯୁଜ୍)୦୩/୦୪- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଡ୍ -୧୯ ସମୀକ୍ଷା କରିବା ପାଇଁ ପୋଲସରା ଅଞ୍ଚଳ ଗସ୍ତ କରିବା ସମୟରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି
Read More...

ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ।

ଭୁବନେଶ୍ୱର,(ପିପିଟି ନ୍ଯୁଜ୍) ୦୩/୦୪ - ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି। କ୍ୟାପିଟାଲ ହସ୍ପିଟାଲରୁ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡିସ୍‌ଚାର୍ଜ ହୋଇଛନ୍ତି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ
Read More...

ପାକମାଳରେ ବିଜୁଳି ବିଭ୍ରାଟ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୦୨/୦୪-କରୋନା ଭାଇରସ ରୋଗ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା କରି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ କଡାକଡି ନିର୍ଦ୍ଦେଶ ଦିଆ ଯାଉଥିବା ବେଳେ ଅ ସମୟରେ ବିଦ୍ଯୁତ୍
Read More...

ପଞ୍ଚମ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ ।

ଭୁବନେଶ୍ୱର,(ପିପିଟି ନ୍ଯୁଜ୍) ୦୨ା୦୪-ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସମସ୍ତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯଥା ଦେହେ ତଥା ଦେବେର କଥା । ଶ୍ରୀରାମଙ୍କ ବନବାସ ଓ ତାଲାବନ୍ଦର
Read More...

ଓଡିଶା ରେ କାର୍ଯ୍ୟକ୍ଷମ ହେଲା ଦୁଇଟି କୋଭିଡ୍ -୧୯ ହସ୍ପିଟାଲ୍ ।

ଭୁବନେଶ୍ବର,(ପିପିଟି ନ୍ଯୁଜ୍)୦୨/୦୪- ଆଜି ଓଡିଶା ସରକାର କୋଭିଡ୍ -୧୯ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଇଛନ୍ତି । ଦୁଇଟି ହସ୍ପିଟାଲରେ ଶଯ୍ଯା ସଂଖ୍ୟା ୬୫୦ ରହିଛି ।କିମ୍ସ ଭୁବନେଶ୍ବର ଠାରେ ୫୦୦ ଶଯ୍ଯା ସୁବିଧା ଥିବା ବେଳେ
Read More...

ପିଏଫଏ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ବୁଲା ଗାଈ ଗୋରୁ ଖାଦ୍ୟ ପ୍ରଦାନ ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍) - ୦୨/୦୪ - ଦିଗପହଣ୍ଡି ସହରରେ ଅଞ୍ଚଳ କଲୋନୀ ବାସିନ୍ଦା ଶଙ୍କର୍ଷଣ ରଥ ଏବଂ ପିଏଫଏ ସ୍ଵେଚ୍ଛାସେବୀ ସମୀରକାନ୍ତ ତ୍ରିପାଠୀ ଙ୍କ ଉଦ୍ୟମ ରେ ବୁଲା ଗାଈ ଗୋରୁ ଓ ଷଣ୍ଢ ମାନଙ୍କୁ
Read More...

ଶାନ୍ତିନଗର ବାସୀଙ୍କ ଦ୍ୱାରା ମଦ ଦୋକାନ ବିରୋଧ ରେ ଦାବିପତ୍ର ।

ପଦ୍ମପୁର,(ପିପିଟି ନ୍ଯୁଜ୍)୦୨/୦୪-ପଦ୍ମପୁର ଉପଖଣ୍ଡ ୱାର୍ଡ ନଂ.୦୨ ରେ ଥିବା ଶାନ୍ତି ନଗର ର ବାସିନ୍ଦା ମାନେ ଆଜି ପଦ୍ମପୁର ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରେ ବରଗଡ଼ ଅବକାରୀ ଆଧିକ୍ଷକ ଙ୍କ ନିମନ୍ତେ ଏକ ଦାବି ପତ୍ର ପ୍ରଦାନ
Read More...

ପୋଲିସ ହାବୁଡରେ ଚୋରା ମଦ ବେପାରୀ ।

ଦିଗପହଣ୍ଡି(ପିପିଟି ନ୍ଯୁଜ୍)୧/୦୪ , ସାରା ବିଶ୍ୱ ଏବେ ଭୟଙ୍କର କରୋନା ଭୁତାଣୁ ପାଇଁ ଚିନ୍ତିତ ଓ ଭୟଭୀତ ଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଚୋରା ମଦ ବେପାରୀ ମାନେ ଲକ ଡାଉନ ର ଫାଇଦା ଉଠାଇ ମାଲାମାଲ
Read More...

ରାଜ୍ୟର ଦ୍ବିତୀୟ କରୋନା ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହେଲେ ।

ଭୁବନେଶ୍ୱର(ପିପିଟି ନ୍ଯୁଜ୍)୧/୦୪: କରୋନାକୁ ନେଇ ବଡ଼ ଖବର। ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଡିସ୍‌ଚାର୍ଜ। ଭୁବନେଶ୍ୱର AIIMSରୁ ଡିସ୍‌ଚାର୍ଜ ହେଲେ ସମ୍ପୃକ୍ତ କରୋନା ଆକ୍ରାନ୍ତ। ତାଙ୍କ ବୟସ ୨୦। ସେ
Read More...