Yearly Archives

2020

ଦିଗପହଣ୍ଡି ସହର ଉପକଣ୍ଠରେ ଇଟାଭାଟି, ପ୍ରଶାସନ ନୀରବ ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୦୪/୦୪-ଦିଗପହଣ୍ଡି ସହର ଉପକଣ୍ଠରେ ଦୁଇଟି ଉପରଭାଟି ଇଟାଭାଟି ରହିଥିବା ବେଳେ ପ୍ରଶାସନ ଜାଣି ସୁଦ୍ଧା ନୀରବ ଦ୍ରଷ୍ଟା ସାଜିଥିବା ପରିଲକ୍ଷିତ ହୋଇଛି । ସହରର ହେଡ୍ କ୍ୱାର୍ଟର ତଥା ତହସିଲ
Read More...

ଏଆଇୱାଇଏଫ – ଏଆଇଏସଏଫ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ଛତା ଓ ଗ୍ଳୁକୋଜ ବଣ୍ଟନ ।

ବୌଦ୍ଧ ,୦୪/୦୪-ନିଜ ଜୀବନକୁ ପାଣି ଛଡାଇ ଖରା,ବର୍ଷା' ଶୀତକୁ ସହ୍ୟ କରି ସମସ୍ତ ପରିସ୍ଥିତିରେ ଛିଡା ହେବା ସହ ବର୍ତ୍ତମାନ କରୋନାରୂପୀ ମହାମାରୀଠୁ ଜନସାଧାରଣଙ୍କୁ ବଞ୍ଚେଇବା ପାଇଁ ଅହରହ ଉଦ୍ୟମ କରୁଥିବା ପୁଲିସ
Read More...

ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଖସି ଆସିଥିବା ୬ ଜଣଙ୍କୁ ପିଛା କରି ଉଦ୍ଧାର କଲେ ଦିଗପହଣ୍ଡି ଥାନା ଅଧିକାରୀ ।

ଦିଗପହଣ୍ଡି ,(ପିପିଟି ନ୍ଯୁଜ୍)୦୪/୦୪ ରାଜ୍ୟ ସରକାର ୫ମ କରୋନା ଆକ୍ରାନ୍ତ ସୂର୍ଯ୍ୟନଗର ଅଞ୍ଚଳ କୁ ସଂପୂର୍ଣ୍ଣ ସିଲ କରିଥିବା ବେଳେ ଗଳା ବାଟ ଦେଇ ୬ଜଣ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳକୁ ଆସିଥିବା ଥାନା
Read More...

ବାସୁଦେବପୁର ଅଞ୍ଚଳରେ ବୁଲା ଗାଈ ଓ କୁକୁରଙ୍କୁ ଖାଦ୍ୟ ବଣ୍ଟନ ।

ଭଦ୍ରକ,(ପିପିଟି ନ୍ଯୁଜ୍)୦୪/୦୪-ବାସୁଦେବପୁର ଅଞ୍ଚଳରେ ଲକ୍ ଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି ।ମାନସିକ ବିକୃତ,ବୁଲା ଗାଈ ଓ କୁକୁର ମାନଙ୍କୁ ଲାଇଫ୍ ଲାଇନ୍ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ଯ ବଣ୍ଟନ କରାଯାଉଛି
Read More...

ମଥୁରା ଗ୍ରାମରେ କରୋନା ସଚେତନତା ।

ପୋଲସରା,(ପିପିଟି ନ୍ଯୁଜ୍)୦୪/୦୪-ନିଜମୁଦ୍ଦିନ ଘଟଣା ପରେ ସାରା ଭାରତରେ କରୋନା ସଂକ୍ରମଣର ଆଶଙ୍କା ବୁଦ୍ଧି ପାଇଛି ।ଘଟଣାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସଚେତନତା ଏବଂ କଟକଣାକୁ ବ୍ୟାପକ କରିବା ପାଇଁ ସରକାରୀ ଏବଂ
Read More...

କ୍ରିକେଟ୍ କ୍ଲବ ତରଫରୁ ଆବଶ୍ୟକ ସାମଗ୍ରୀ ବଣ୍ଟନ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୦୪/୦୪-ମାଁ ଲଙ୍କେଶ୍ବରୀ କ୍ରିକେଟ କ୍ଲବ ସିଂହନପୁର ତରଫରୁ ଗାଁ ରେ ଅସହାୟ ମାନଙ୍କୁ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି ।ସାରା ବିଶ୍ୱ କୁ ନିଜ ଆୟତରେ ନେଇଥିବା କରୋନା ଭୁତାଣୁ କୋବିଦ-୧୯ ସହ
Read More...

ବୁଗୁଡାରେ ଏକ ଆମ୍ବୁଲାନ୍ସ ତିନି ଜଣ ଯୁବକଙ୍କୁ ଓହ୍ଲାଇବା ଘଟଣାକୁ ନେଇ ସନ୍ଦେହ !

ବୁଗୁଡା,(ପିପିଟି ନ୍ଯୁଜ୍)୦୪/୦୪-ବୁଗୁଡାରେ ଏକ ଆମ୍ବୁଲାନ୍ସ ତିନି ଜଣ ଯୁବକଙ୍କୁ ଓହ୍ଲାଇବା ଘଟଣାକୁ ସନ୍ଦେହ ଆରମ୍ଭ ହୋଇଛି । ଘଟଣା ସମ୍ପର୍କରେ ଜଣାପଡିଛି ଯେ ଆମ୍ବୁଲାନ୍ସ ଗାଡି ନମ୍ବର ଓଡି୦୭ ଏଇ୫୬୬୬ ବୋଲେରୋ
Read More...

ଅସହାୟଙ୍କ ବିପଦର ବନ୍ଧୁ ହୋଇଛନ୍ତି ଯୁବ ନେତା ।

ପଦ୍ମପୁର,(ପିପିଟି ନ୍ଯୁଜ୍)୦୪/୦୪-ସାରା ବିଶ୍ବ କରୋନା ଭୂତାଣୁ ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ସହ ଲଢେ଼ଇ ପାଇଁ ତାଳାବନ୍ଦକୁ ଭାରତରେ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି ।ତାଳାବନ୍ଦ ଯୋଗୁଁ ଅତି ଆବଶ୍ୟକ ସେବା ବ୍ୟତୀତ
Read More...

ନକଲି ଗୁଟୁଖା କାରଖାନାରେ ଚଢାଉ,୬ ଗିରଫ ।

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୦୩/୦୪- ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲୋଚାପଡା ଗୁରୁଣ୍ଠି ରାସ୍ତା ପାର୍ଶ୍ବରେ ଥିବା ଟେକ୍ନୋ ପାର୍କ ଠାରେ ଦୀର୍ଘ ଦିନ ଧରି ଚାଲିଥିବା ନକଲି ଗୁଟୁଖା କାରଖାନାରେ ଚଢାଉ ଚଢାଉ କରାଯାଇଛି ।
Read More...

ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ଯକ୍ରମ ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୦୩/୦୪-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ର ମୋବାଇଲ୍ ହେଲଥ ଟିମ୍ ବ୍ଲକ ର ବିଭିନ୍ନ ଗ୍ରାମରେ ପହଞ୍ଚି ରାଜ୍ୟ
Read More...