Yearly Archives

2020

ପଦ୍ମନାଭପୁର ପଞ୍ଚାୟତରେ ବୈଠକ ।

ଦିଗପହଣ୍ଡି ,(ପିପିଟି ନ୍ଯୁଜ୍)୨୪/୦୪- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ ରେ ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।…
Read More...

ଟ୍ରକ ମାଲିକ ସଂଘ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ ।

ପଦ୍ମପୁର,(ପିପିଟି ନ୍ଯୁଜ୍)୨୪/୦୪:- ପ୍ରାୟତଃ ଆମ ରାଜ୍ୟ ହେଉ ବା ବରଗଡ ଜିଲ୍ଲାର ପଦ୍ମପୁର ରେ ପ୍ରାକୃତିକ ବିପର୍ଯୟ ବେଳେ ରାଜବୋଡାସମ୍ବର ଟ୍ରକ ମାଲିକ ସଂଘ ସଦା ସର୍ବଦା ଆଗଭର ହୋଇ ନିରିହ ଲୋକଙ୍କ ଦୁର୍ଦିନ ସମୟ ରେ…
Read More...

ଵିଜ୍ଞାପିତ ଅଞ୍ଚଳ ପରିଷଦ ର ଦୋକାନୀ ମାନଙ୍କ ଭଡା ଛାଡ ପାଇଁ ଦାବି ପତ୍ର ।

ପଦ୍ମପୁର,(ପିପିଟି ନ୍ଯୁଜ୍)୨୪/୦୪-ପଦ୍ମପୁର ଉପଖଣ୍ଡ ସଦରମହକୁମାର ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ଦୋକାନୀ ମାନେ ବର୍ତ୍ତମାନ ସାରା ଦେଶ ରେ ଚାଲିଥିବା ଲକ ଡାଉନ ଯୋଗୁଁ ଆର୍ଥିକ ଅଭାବ ଓ ଅନଟନ ଦେଇ ଗତି କରୁଛନ୍ତି।…
Read More...

୩୦ରୁ ଉର୍ଦ୍ଧ୍ଵ ଗାଈ ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ; ପଶୁ ଡାକ୍ତରଙ୍କ ଦେଖା ମିଳୁନି ।

ବେଲଗୁଣ୍ଠI,(ପିପିଟି ନ୍ଯୁଜ୍) ୨୪/୦୪- ବିପଦରେ ପଡିଛି ଗୋ ସମ୍ପଦ l ୧୫ଦିନ ହେବ ୩୦ ରୁ ଊର୍ଦ୍ଧ୍ଵ ଗାଈ ଗୋରୁ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି l ଗୋମାଲିକ ମାନେ ପ୍ରତିଦିନ ପଶୁ ଡାକ୍ତରଖାନାକୁ ଯାଇ ଏଲ୍.…
Read More...

ଆଇସୋଲେଶନରେ ୧୬ଜଣ ; ବିଡିଓ ଓ ତହସିଲଦାରଙ୍କ ତଦାରଖ ।

ଶେରଗଡ଼ ,(ପିପିଟି ନ୍ଯୁଜ୍) ୨୪/୦୪-ଶେରଗଡ଼ ବ୍ଲକ ରେ କ ରୋନ ପ୍ରସ୍ତୁତି ଠିକ ଚାଲିଥିବା ବେଳେ ବ୍ଲକ ଅଞ୍ଚଳର କିଛି ପଂଚାୟତକୁ ୧୬ଜଣ ବ୍ୟକ୍ତି ଆସି ପହଁଚିଛନ୍ତ।ସେମାନଙ୍କୁ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ଆଇସୋଲେଶନ ଗୃହରେ…
Read More...

ବଜ୍ରପାତରେ ଜଣେ ଚାଷୀ ମୃତ ।

ଶେରଗଡ,(ପିପିଟି ନ୍ଯୁଜ୍)୨୪/୦୪- ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ  ଗୁରୁବାର ଅପରାହ୍ନ ପ୍ରାୟ ୪ଟା ବେଳେ ବଜ୍ରପାତ ସହ ବର୍ଷା ହୋଇଥିଲା।ଉକ୍ତ ଗ୍ରାମର ବୁଲୁ ଖଟେଇ ବୟସ ( ୩୦ ) ନିଜ ବିଲରେ କୋବି ସଜାଡୁ ଥିବା…
Read More...

ସଡ଼କ ଦୁର୍ଘଟଣାରେ ବାପ ମୃତ; ପୁଅ ଗୁରୁତର ।

କଳାହାଣ୍ଡି,(ପିପିଟି ନ୍ଯୁଜ୍)୨୪/୦୪-କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତଗର୍ତ ତୁଜୁଙ୍ଗ ନିକଟର ଗୁରୁବାର ଦିନ ପ୍ରାୟ ଏଗାରଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହେଇଥିବାବେଳେ ପୁଅ…
Read More...

ଗଣିଆନାଳ ଛକ ରାସ୍ତାକଡରୁ ଛତିଶଗଡର ୧୬ ଜଣ ଶ୍ରମିକ ଉଦ୍ଧାର ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୩/୦୪- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ରାସ୍ତାକଡ଼ରୁ ଛତିଶଗଡ଼ ଅଞ୍ଚଳର ୧୬ ଜଣ ଇଟାଭାଟି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଶିଶୁଙ୍କ ସମେତ ୭ ମହିଳା…
Read More...

ପଶ୍ଚିମ ଓଡିଶାକୁ ଚାଲି ଚାଲି ଫେରୁଥିବା ଶ୍ରମିକଙ୍କୁ ଭଞ୍ଜନଗର ପ୍ରଶାସନ ସହାୟତା ଯୋଗାଇଲେ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୩/୦୪- ଲକ୍‌ଡାଉନ୍‌ ଯୋଗୁ କାମ ମିଳୁନାହିଁ। ତେଣୁ ବ୍ରହ୍ମପୁରରେ ଅଟକି ରହିଥିବା ପଶ୍ଚିମ ଓଡ଼ିଶାର ୧୩ ଶିଶୁ ସମେତ ୬୦ଜଣ ଶ୍ରମିକ ଚାଲିଚାଲି ନିଜ ଭିଟାମାଟିକୁ ଫେରୁଥିଲେ। ବୁଧବାର ଭଞ୍ଜନଗର ଦେଇ…
Read More...

ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ; ଅଭିଯୁକ୍ତ ବାପା ପୁଅ ଗିରଫ ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୩/୦୪- ଦିଗପହଣ୍ଡି ବ୍ଳକ ବୋମକେଇ ଗାଁରେ ରାସନ କାର୍ଡ ଓ ଲେବର କାର୍ଡ ହିତାଧିକାରୀଙ୍କୁ କରୋନା ଆର୍ଥିକ ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ…
Read More...