ସରପଞ୍ଚ ରୋକିବେ ପାନ ଗୁଟଖା; ବିକାବାଲାଙ୍କର ହେବ ସ୍ବାବ୍ ପରୀକ୍ଷା ।
ଛତ୍ରପୁର ତା. ୨୬-୪ ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ,ଗୁଟଖା,ସୁପାରି ପ୍ରଭୃତି ଉପରେ!-->…
Read More...
Read More...