Yearly Archives

2020

ବେଗୁନିଆପଡା କ୍ବାରେଣ୍ଟାଇନ ହୋମରୁ ଚମ୍ପଟ ମାରିଥିବା ୧୨ ପ୍ରବାସୀ ଓଡିଆଙ୍କ ନାମରେ ମାମଲା ରୁଜୁ ।

ଛତ୍ରପୁର,(ପିପିଟି)୦୫/୦୫ ,ବେଗୁନିଆପଡା କ୍ବାରେଣ୍ଟାଇନ ହୋମ ରୁ ପ୍ରବାସୀ ଓଡିଆ ଚମ୍ପଟ ମାରିଥିବା ଘଟଣାରେ କୋଦଳା ତହସିଲଦାରଙ୍କ ଏତଲାକୁ ନେଇ ପୋଲିସ ଦୁଇଟି ମାମଲା ରୁଜୁ କରିବା ସହ ୧୨ ଜଣଙ୍କ ନାମରେ ଦଫା
Read More...

ଯାଜପୁରରେ ପୁଣି ଚାରିଜଣ କରୋନା ପଜିଟିଭ ।

ଯାଜପୁର,(ପିପିଟି)୦୫/୦୫,ଯାଜପୁରରେ ଆଉ ୪ପଜିଟିଭ ଚିହ୍ନଟ,ଜିଲ୍ଲାରେ ମୋଟ୍ କୋରୋନା ଆକ୍ରାନ୍ତ ୫୨, ଆକ୍ରାନ୍ତ ମାନେ ସମସ୍ତେ ଯାଜପୁର ସଦର ବ୍ଲକ ଏରବାଙ୍କ ଅଞ୍ଚଳର,ସଦର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା
Read More...

ବିରମହରାଜପୁର ବିଜେପି ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।

ଉଲୁଣ୍ଡା,(ପିପିଟି)୦୫/୦୫ - କରୋନା ମହାମାରୀ କୁ ଦମନ ପାଇଁ ଏବେ ସାରା ଦେଶ ଲକଡାଉନରେ ଅଛି ।ଏହି ସମୟରେ ଗରିବ ଅସହାୟ ଲୋକ ଙ୍କୁ ସାହା ହୋଇଛି ବିରମହରାଜପୁର ବିଜେପି ।ଆଜି ଭାରତୀୟ ଜନତା ପାର୍ଟି   ବିରାମହରାଜପୁର ମଣ୍ଡଳ
Read More...

ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଚତୁର୍ଥ ବସଦୁର୍ଘଟଣା,ଜଣେ ମୃତ ।

ବୋଲଗଡ,(ପିପିଟି)୦୫/୦୫ ,ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଚତୁର୍ଥ ବସ ଦୁର୍ଘଟଣାଗସ୍ତ ।ଖୋର୍ଦ୍ଧା NH-୧୬ କୁହୁଡି ଛକରେ ପ୍ରବାସୀ ଓଡ଼ିଆ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ୍ ପଛରେ ପିଟିଲା ବସ୍, ଡ୍ରାଇଭର କେ.ଶ୍ରୀକାନ୍ତ ମୃତ
Read More...

ଗଞ୍ଜାମରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ,ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ।

ବ୍ରହ୍ମପୁର,(ପିପିଟି)୦୫/୦୫ ,ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରେ ପହଞ୍ଚିଛି । ଗତକାଲି ୭ ଜଣ କରୋନା ପଜେଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୬୯ରେ
Read More...

ଗାଙ୍ଗପୁର ଅଞ୍ଚଳକୁ ଫେରିଲେ ପ୍ରବାସୀ ଓଡ଼ିଆ ; ୪ ଟି ପଞ୍ଚାୟତର ସଙ୍ଗରୋଧ ଗୃହରେ ଆଜି ସୁଦ୍ଧା ୫୦୫ ଜଣ ସୁରତ ଫେରନ୍ତା।

ଗାଙ୍ଗପୁର/ବେଲଗୁଣ୍ଠI,(ପିପିଟି)୦୪/୦୫, ମହାମାରୀ କରୋନା ସମୟରେ ଲକ୍ ଡ଼ାଉନ୍ ଯୋଗୁଁ ନିଜର ଜୀବିକା ହରାଇ ଶହ ଶହ ସୁରତ ଶ୍ରମିକ ନିଜ ଭିଟାମାଟିକୁ ବସ୍ ଓ ଟ୍ରେନ୍ ଯୋଗେ ଫେରିବାରେ ଲାଗିଛନ୍ତି l ସେମାନଙ୍କୁ ସ୍ଥାନୀୟ
Read More...

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

ଉଲୁଣ୍ଡା,(ପିପିଟି)୦୪/୦୫,ସୁବର୍ଣ୍ଣପୁର ଜିଲ୍ଲାରେ ତାଲାବନ୍ଦ ଯୋଗୁ ଦେଖାଦେଇଥିବା ରକ୍ତର ଅଭାବ କୁ ଦୃଷ୍ଟିରେ ରଖି ବିରମହରାଜପୁର ୟୁଥ କ୍ଳବ ବଜରଙ୍ଗୀ କ୍ଳବ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
Read More...

କକା ର ବନ୍ଧୁକ ଗୁଳିରେ ପୁତୁରା ଶିକାର , ସେପଟେ କକା ଫେରାର ।

କଳାହାଣ୍ଡି,(ପିପିଟି)୦୪/୦୫ , କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ କିଆପଦର ପଞ୍ଚାୟତ ସ୍ଥିତ ଡାଲଗୁମା ଗାଁରେ କକାର ବନ୍ଧୁକ ଗୁଳି ରେ ପୁତୁରା ଶିକାର ହେବା ଘଟଣା ଘଟିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ
Read More...

ସେଲୁନ୍ ସଙ୍ଘ ପକ୍ଷରୁ ସହାୟତା ପାଇବା ପାଇଁ ଦାବି ।

ପଦ୍ମପୁର,(ପିପିଟି)୦୪/୦୫,କରୋନା ଭୂତାଣୁକୁ ଦମନ ପାଇଁ ତାଲାବନ୍ଦ ହିଁ ଏକମାତ୍ର ଉପାୟ। ତାଳାବନ୍ଦ ଯୋଗୁଁ କେବଳ ଦିନମଜୁରିଆ କିମ୍ବା ଖଟିଖିଆ ପ୍ରଭାବିତ ହୋଇନାହାଁନ୍ତି । ସେଲୁନ ଦୋକାନୀ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।
Read More...

କରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ।

ଭଞ୍ଜନଗର,(ପିପିଟି)୦୪/୦୫, ସରକାର ଲକ ଡାଉନ ଘୋଷଣା କରିବା ପରେ ପ୍ରଶାସନ ଓ ପୋଲିସ ବିଭାଗର କାର୍ଯ୍ୟ ବୃଦ୍ଧି ପାଇଛି।ଯାହାଫଳରେ ଦିନ ରାତି କଠିନ ପରିଶ୍ରମ କରି ପୋଲିସ ଓ ପ୍ରଶାସନର କର୍ମଚାରୀମାନେ ସମସ୍ତଙ୍କୁ ସୁରକ୍ଷା
Read More...