Yearly Archives

2020

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୨୮ ରେ ପହଞ୍ଚିଲା ।ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୧୯ ଛୁଇଁଲା ।

ବ୍ରହ୍ମପୁର,(ପିପିଟି)୦୭/୦୫ ,ଗଞ୍ଜାମ ଜିଲ୍ଲାରେ ଆଉ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୮ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ରେ ପହଞ୍ଚିଛି ।
Read More...

ଓଡିଶା ପ୍ରବେଶ କରିବା ପୂର୍ବରୁ କରୋନା ଟେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

କଟକ,୦୭/୦୫,ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ଜନ ସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ବାହାର ରାଜ୍ୟରୁ ପ୍ରବାସୀ ଓଡିଆ ଫେରିବା ପୂର୍ବରୁ କରୋନା
Read More...

ପିଡିଙ୍କ ଉପସ୍ଥିତିରେ ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧମକ, ଦୁଇ ସାମ୍ବାଦିକଙ୍କୁ କୋର୍ଟ ଚାଲଣ ।

କୋଦଳା,(ପିପିଟି)୦୭/୦୫,ନିର୍ବାହୀ ଅଧିକାରୀଙ୍କ ପ୍ରତି ଅଶ୍ଳୀଳ ଗାଳି ଗୁଲଜ ସହିତ ଜୀବନରେ ମାରିଦେବା ଭଳି ଧମକଦେବା ଭଳି ଅଭିଯୋଗରେ ଦୁଇ ସାମ୍ବାଦିକଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ ହୋଇଥିବା ଜଣାପଡ଼ିଛି । ସୂଚନା
Read More...

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା ।ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୫ ଛୁଇଁଲା ।

ବ୍ରହ୍ମପୁର,(ପିପିଟି)୦୭/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୧ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ରେ ପହଞ୍ଚିଛି ।
Read More...

ବେଲଗୁଣ୍ଠା ସହରରେ ବିଶୋଧକ ସିଞ୍ଚନ ଓ ସଚେତନତା ପାଇଁ ବିଭିନ୍ନ ମହଲରୁ ଦାବି ।

ବେଲଗୁଣ୍ଠା,(ପିପିଟି)୦୬/୦୫,ଦିନକୁ ଦିନ କରୋନାର ସ୍ଥିତି ସଂଗୀନ ହେବାର ଲାଗିଛି ।ଗତ ତିନି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣଙ୍କ ଠାରେ ଚିହ୍ନଟ ହୋଇଛି କରୋନା ।ସମସ୍ତ ତିନି ଜଣ କରୋନା ଚିହ୍ଟଟ ସୁରତ ଫେରନ୍ତା ବୋଲି
Read More...

ଗଣମାଧ୍ୟମର ପ୍ରଭାବ ,କଂସାରୀ ସାହି ନଳା ନିର୍ମାଣ କାର୍ଯ୍ୟ ଆରମ୍ଭ ।

ବେଲଗୁଣ୍ଠା,(ପିପିଟି)୦୬/୦୫,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କଂସାରୀ ସାହି ଓ ଜଗନ୍ନାଥ ପାଟଣା ସାହିକୁ ଲାଗି ରହିଥିବା ନଳାଟି ବହୁ ଦିନରୁ ସଫା ହୋଇ ନଥିଲା ।ଫଳରେ ଅସରାଏ ବର୍ଷା ହେଲେ ନଳାରୁ ମଇଳା ପାଣି ଓ
Read More...

ଜନବସତିର ଅତି ନିକଟରେ ସଙ୍ଗରୋଧ କେନ୍ଦ୍ର ,ସ୍ଥାନାନ୍ତର ପାଇଁ ଅଞ୍ଚଳ ବାସୀଙ୍କ ଦାବି ।

ବେଲଗୁଣ୍ଠା,(ପିପିଟି)୦୬/୦୫-ପ୍ରବାସୀ ଓଡ଼ିଆଙ୍କ ଓଡିଶା ଆଗମନ ଜାରି ରହିଛି ।ବେଲଗୁଣ୍ଠା ବ୍ଳକ୍ ଓ ଏନ୍.ଏ.ସି କୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୨୦୦ ପ୍ରବାସୀ ଓଡିଆ ଆସି ଅଞ୍ଚଳର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି
Read More...

ପଦ୍ମପୁର ଅଞ୍ଚଳରେ ଅଭିନବ ପ୍ରୟାସ ।

ପଦ୍ମପୁର,(ପିପିଟି)୦୬/୦୫,ପଦ୍ମପୁର ଅଂଚଳ ରେ କରୋନା ଦାଉରୁ ନିଃସହାୟ ନିରୀହ ଖଟିଖିଆ ଦିନ ମଜୁରିଆଙ୍କ ମୁହଁ ରେ ଦିର୍ଘଦିନ ଧରି ବିଭିନ୍ନ ଅଞ୍ଚଳକୁ ଯାଇ ଶୁଖିଲାଖାଦ୍ୟ ଯୋଗାଇ ତାଙ୍କମାନଙ୍କ ମୁହଁ ରେ ହସ ଫୁଟାଇ ଆସୁଥିବା
Read More...

ଶ୍ରୀ ନୃସିଂହନାଥଙ୍କ ବୈଶାଖ ମେଳା ଆରମ୍ଭ ।

ପଦ୍ମପୁର,( ପିପିଟି)୦୬/୦୫ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ଆରମ୍ଭ । ଆଜି ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ
Read More...

କୁଆପଥର ଓ ବର୍ଷା ସାଙ୍ଗକୁ ପ୍ରବଳ ଘୁର୍ଣ୍ଣିଝଡ଼ : ବ୍ୟାପକ ଡାଲୁଆ ଧାନ ଫସଲ ନଷ୍ଟ ।

ଉଲୁଣ୍ଡା,(ପିପିଟି)୦୬/୦୫ - ଖରିଫ ଋତୁରେ ଏବେ ବାରମ୍ବାର କାଳବୈଶାଖୀ ସହ ବର୍ଷା ଓ କୁଆପଥର ମାଡ ଚାଷୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି ।ଗୋଟିଏ ପଟେ ଲାକଡାଉନ ଯୋଗୁ ଅଞ୍ଚଳର ପରିବ ଚାଷୀ ବିକ୍ରିବଟା କରିପାରୁ
Read More...