Yearly Archives

2020

କୋଭିଡ -୧୯ ମୁକାବିଲା ନାମରେ କନ୍ଧମାଳ ଜିଲ୍ଲାରେ ଭୁଷୁଡି ପଡିଛି ପ୍ରଶାସନିକ ବ୍ୟବସ୍ଥା ।

ଫୁଲବାଣୀ,୦୪/୦୮(ପିପିଟି); କନ୍ଧମାଳ ଜିଲ୍ଲାରେ ମାସ ମାସ ଧରି ଲକଡାଉନ , ସଟଡାଉନ , କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଜିଲ୍ଲା ପ୍ରଶାସନ ନିଜ ମୁଣ୍ଡରୁ ଦାଇତ୍ୱ ଛଡାଇ ଜିଲ୍ଲା ବାସୀଙ୍କୁ ଘୋର ସଙ୍କଟ ମଧ୍ୟକୁ ଠେଲିଦେଇଥିବା
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ ।

ଭୁବନେଶ୍ବର,୦୪/୦୮; ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି । କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ
Read More...

ଶାଗୁଆନ କାଠ ସହିତ ବୋଲେରୋ ପିକାପ୍ ଜବତ,ଡ୍ରାଇଭର ଗିରଫ ।

କଳାହାଣ୍ଡି,୦୪/୦୮(ପିପିଟି); କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗେଣ୍ଡୁଲ ଗ୍ରାମରୁ କଦଳୀମୁଣ୍ଡା ରାସ୍ତାରେ ଏକ ବୋଲେରୋ ପିକାପ୍ ଯୋଗେ ଶାଗୁଆନ କାଠ ଚାଲାଣ ହେଉଥିବା ବେଳେ କୌଣସି ମତେ ଗୋଲାମୁଣ୍ଡା ଫରେଷ୍ଟର ରମେଶ
Read More...

କୋଭିଡ୍ ଆଇନକୁ ଉଲ୍ଲଂଘନ କରି ବଡମହୁରୀ ଅଞ୍ଚଳରେ ଭୋଜି,ପୁଲିସ ପହଞ୍ଚି ବନ୍ଦ କଲା ଭୋଜି ଓ ୨୧ବାଇକ୍ ଜବତ ।

କବିସୂର୍ଯ୍ଯ ନଗର,୦୪/୦୮(ପିପିଟି);କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ବଡମହୁରୀ ନିକସ୍ଥ ଏକ ତୋଟାରେ ଶତାଧିକ ଯୁବକ ମାନଙ୍କ ପାଇଁ ଏକ ଭୋଜିର ଆୟୋଜନ କରାଯାଇଥିଲା । ଭୋଜି ପାଇଁ ୪ଟି ଛେଳିର ବ୍ଯବସ୍ଥା ହୋଇଥିଲା । ଭୋଜି
Read More...

ଭଞ୍ଜନଗରରେ ଆଜି ମଧ୍ୟ ୧୬ପଜିଟିଭ ଚିହ୍ନଟ ।

ଭଞ୍ଜନଗର,୦୪/୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ ଆଜି କୋରନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୨୮୮ରେ ପହଞ୍ଚିଛି । ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୨ଦିନ ହେଲା ସମାନ ସଂଖ୍ୟକ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
Read More...

ପବିତ୍ର ରକ୍ଷାବନ୍ଧନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ବୃକ୍ଷରୋପଣ ।

ଉଲୁଣ୍ଡା,୦୪/୦୮(ପିପିଟି); ପବିତ୍ର ରକ୍ଷାବନ୍ଧନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଡ଼ାଇପଙ୍କ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଇଁଲାଛାଟ ଗାଁ କଲ୍ୟା ସମିତି ଓ ପଶ୍ଚିମ ଓଡିଶା ଯୁବ ମଞ୍ଚର ମିଳିତ
Read More...

ଲୋକଙ୍କ ସେବାରେ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ।

ଛତ୍ରପୁର ,ତା-୦୪/୦୮(ପିପିଟି); ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ ର ଶୁଭାରମ୍ଭ କରିଛନ୍ତି । ଟାଟା ଷ୍ଟିଲ୍
Read More...

ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୨,୦୫୦; ୨୪ ଘଣ୍ଟାରେ ସୁସ୍ଥ ୪୪,୩୦୬ ଏବଂ ମୃତ ସଂଖ୍ୟା ୮୦୩ ।

ନୂଆଦିଲ୍ଲୀ,୦୪/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସକାଳ ସୁଦ୍ଧା ନୂତନ ଆକ୍ରାନ୍ତ ୫୨,୦୫୦ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୪୪,୩୦୬ ଏବଂ ୮୦୩
Read More...