ସ୍ୱାମୀକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପତ୍ନୀ ଗିରଫ ।

0 430

ଭଞ୍ଜନଗର, ୨୪/୭. ବେଲଗୁଣ୍ଠା ପୋଲିସ ପକ୍ଷରୁ ନିଜ ସ୍ୱାମୀକୁ ହତ୍ୟା ଉଦ୍ୟମ କରିବାକୁ ନେଇ ଥାନାରେ କେସ୍ ନଂ ୩୭୬ ତାରିଖ ୨୩.୦୭.୨୫,ରେ ଧାରା ୧୧୫(୨)/୧୦୯(୧) ବିଏନଏସ ଅନୁଯାୟୀ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ଅଭିଯୁକ୍ତ ପତ୍ନୀ ତାଙ୍କ ସ୍ୱାମୀଙ୍କୁ କୂଅରେ ଠେଲି ଦେବା ଏବଂ ଇଟା ଏବଂ ବାଉଁଶ ବାଡ଼ିରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଗିରଫ କରାଯାଇଛି।ଏହି ଘଟଣାରେ ଆଜି ଅଭିଯୁକ୍ତଙ୍କୁ କୋର୍ଟକୁ ପଠାଯାଇଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.