ସମାଜସେବୀ ସ୍ବର୍ଗତ ସରସ୍ଵତୀ ପ୍ରଧାନଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ ।

0 0

ବ୍ରହ୍ମପୁର,୦୩/୦୯(ପିପିଟ):ବ୍ରହ୍ମପୁର ସ୍ଥିତ କାର୍ଜୀ ସାହି,ଆଙ୍କୁଲି ବାସିନ୍ଦା ସମାଜସେବୀ ସ୍ବର୍ଗତ ସରସ୍ଵତୀ ପ୍ରଧାନଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଏହି ଶ୍ରାଦ୍ଧୋତ୍ସବରେ ପୁତ୍ର ବୁଲୁ ପ୍ରଧାନ ଓ ଟୁଲୁ ପ୍ରଧାନ,ଜ୍ବାଇଁ ସୁରେନ୍ଦ୍ର ନାୟକ ଓ ଶାନ୍ତନୁ କୁମାର ନାୟକଙ୍କ ସମେତ ପ୍ରଧାନ ପରିବାର ଉପସ୍ଥିତ ରହି ସ୍ବର୍ଗତ ଆତ୍ମଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପଶ୍ଚିମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.