ଶିକାରୀ ଗିରଫ;ଦେଶୀ ବନ୍ଧୁକ ଜବତ ।

0 376

ଭଞ୍ଜନଗର,୧୨/୦୪(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ କେବିରି ବ୍ରହ୍ମପୁର ନିକଟ ଢଉପଲ୍ଲୀ ଗ୍ରାମର ବଳରାମ ମଲ୍ଲିକ(୩୨) ଶିକାର କରିବା ଉଦ୍ଦେଶ୍ୟରେ ରବିବାର ରାତି ୯ଟା ସମୟରେ ଲଣ୍ଡେଇ ହିଲ ଜଙ୍ଗଲକୁ ଏକ ଦେଶୀ ବନ୍ଧୁକ ଧରି ଯାଇଥିବା ବେଳେ ବେଲଗୁଣ୍ଠା ଫରେଷ୍ଟର ବବୁଲ କୁମାର ସେଠୀ,ବନ ବିଭାଗ କର୍ମଚାରୀ ସୁକାନ୍ତି ସାବତ ଓ ଅନ୍ୟମାନେ ତାକୁ ଗିରଫ କରିବା ସହ ତାଠାରୁ ଉକ୍ତ ବନ୍ଧୁକ ଜବତ କରିଛନ୍ତି। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.