ଲଗାଣ ବର୍ଷାରେ ଘର ଭାଙ୍ଗିଲା, ତହସିଲଦାରଙ୍କ ଘଟଣାସ୍ଥଳ ପରିଦର୍ଶନ।

0 7

କୋଦଳା ,୩୧/୧୦(ପିପିଟି):ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନରେ କୋଦଳା ତହସିଲ ଅନ୍ତର୍ଗତ ମର୍ଦକୋଟ ରାଜସ୍ବ ସର୍କଲର ଚଡିଆପଡା ଗ୍ରାମର ଡାକ ଦାସଙ୍କ ଘର ଭାଙ୍ଗିଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି। ଖବର ପାଇ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ, ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ, ରାଜସ୍ବ ନିରୀକ୍ଷକ ସନ୍ଦୀପ ମଲ୍ଲିକ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି।ତାଙ୍କୁ ସରକାରୀ ସହାୟତା ପାଇଁ ଜନ ସାଧାରଣ ରେ ଦାବୀ ହେଉଥିବା ବେଳେ ଯଥା ସମ୍ଭବ ସରକାରଙ୍କ ଗାଇଡ଼ ଲାଇନ ଅନୁଯାଇ ସରକାରୀ ସହାୟତା ଯୋଗାଇଦେବା ପାଇଁ ଚେଷ୍ଟା କରାଯିବ ବୋଲି ତହସିଲଦାର ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.