ଭଞ୍ଜନଗର ରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ।

0 361

ଭଞ୍ଜନଗର,୧୧/୦୭(ପିପିଟି); ଗତକାଲି ଭଞ୍ଜନଗର ଅଞ୍ଚଳରେ ଗୋଟିଏ ଦିନରେ ୨୯ଟି ପଜିଟିଭ କେଶ ବାହାରିବା ପରେ ସମସ୍ତେ ଆତଙ୍କିତ ହୋଇ ରହିଥିବା ବେଳେ ଆଜି ସାମାନ୍ୟ ଅସ୍ବସ୍ତି ମିଳିଛି ।ଶନିବାର ପ୍ରାପ୍ତ ରିପୋର୍ଟ ଅନୁସାରେ ମୋଟ ୪ଜଣଙ୍କ ମଧ୍ୟରେ ଜଣେ ଭଞ୍ଜନଗର ବି.ଏସ.ଏନ.ଏଲ ଅଫିସ କର୍ମଚାରୀ ଥିବା ବେଳେ ଅନ୍ୟମାନେ ଏହି ବ୍ଲକର  ରାଜକୁଣ୍ଡୁ, ଲାଲସିଙ୍ଗ ଏବଂ ଗାମୁଣ୍ଡି ଗ୍ରାମର ଜଣେ ଲେଖାଏଁ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.