ହରଭଙ୍ଗା ପଞ୍ଚାୟତର ବୁକେଶିଙ୍ଗା ଗ୍ରାମରେ ରାସନ ଓ ଟଙ୍କା ବଣ୍ଟନ ।

0 142

ବୌଦ୍ଧ,(ପିପିଟି ନ୍ଯୁଜ୍)୧୫/୦୪–ବୌଦ୍ଧ ଜିଲ୍ଲା ୦୯ ନଂଜୋନ ଜିଲ୍ଲାପରିଷଦ ସଭ୍ୟ ତଥା ଏଆଇଓ୍ବାଇଏଫ ର ରାଜ୍ୟସଂପାଦକ ଅବକାଶ ସହୁ ଆଜି ହରଭଙ୍ଗା ଗ୍ରାମପଞ୍ଚାୟତର ବୁକେଶିଙ୍ଗା ଗ୍ରାମରେ ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ନିଜେ ଉପସ୍ଥିତ ରହି ଚାଉଳ ଗହମ ଓ ନଗଦ ଏକ ହଜାରଟଙ୍କା ଲେଖାଁଏ ବଣ୍ଟନ କରିଥିଲେ ଏଥିରେ ହରଭଙ୍ଗା ସରପଞ୍ଚ ସୁମନଜୀ ଲାଲ ,ଜିଆରଏସ ବିଜୟ ପ୍ରଧାନ ଯୋଗାଣ ସହାୟକ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.