ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ – ଓଡିଶା ଓ ବ୍ରହ୍ମପୁର ପୁରସ୍କୃତ ।

0 1,256

ଭୁବନେଶ୍ବର,୨୦/୦୮; ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୦ ଆଜି ପ୍ରକାଶ ପାଇଛି । କେନ୍ଦ୍ର ଗୃହ ଓ ନଗର ବ୍ଯାପର ମନ୍ତ୍ରୀ ହାରଦୀପ ସିଂ ପୁରୀ ଦେଶ ବ୍ଯାପି କରାଯାଇଥିବା ସ୍ବଚ୍ଛତା ସର୍ବେକ୍ଷଣର ଫଳାଫଳ ଘୋଷଣା କରିଛନ୍ତି ।ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ‘ଦ୍ରୁତତମ ଗତିଶୀଳ ରାଜ୍ୟ ‘ଭାବରେ ସ୍ବୀକୃତି ଦିଆଯାଇଛି । ଏହା ବ୍ୟତୀତ ୩-୧୦ ଲକ୍ଷ ଜନସଂଖ୍ୟା ଥିବା ସହର ବର୍ଗରେ ବ୍ରହ୍ମପୁର ମ୍ଯୁନିସିପାଲିଟି କର୍ପୋରେସନକୁ ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ମିଳିଛି ।

Leave A Reply

Your email address will not be published.