ସ୍କୁଲ ଶୌଚାଳୟରୁ ମଦ ଜବତ ।

0 255

ଶେରଗଡ,(ପିପିଟି ନ୍ଯୁଜ୍) ୧୯/୦୪- ଶେରଗଡ଼ ବ୍ଲକ ଅନ୍ତର୍ଗତ ପୁନାନ୍ଦ ଗ୍ରାମରେ ବେଆଇନ ଦେଶୀ ମଦ ପାଉଚ ଜବତ ଏକ ସ୍କୁଲ ଶୌଚାଳୟ ମଧ୍ୟରୁ ୬୦ ଗୋଟି ପ୍ୟାକେଟ ମଦ ଜବତ ହୋଇଛି । ସ୍ଥାନୀୟ ସରପଞ୍ଚ ଓ ଜେଇ ଶ୍ରୀ ପାତ୍ର,ଅତିରିକ୍ତ ତହସିଲଦାର ଓ ତହସିଲଦାର ଡ଼ ଦୟାସିନ୍ଧୁ ପରିଡ଼ା ଉକ୍ତ ମଦ ପାଉଚ କୁ ଜବତ କରି ନଷ୍ଟ କରିଛନ୍ତି   ପ୍ରକାଶ ଥାଉ କି ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମ ରେ ଚୋରା ମଦ କାରବାର ହେଉଥିବା ବେଳେ ତହସିଲଦାରଙ୍କ ଚଢ଼ାଉ ସତ୍ୱେ ମଦ କେଉଁଠୁ ଆସୁଛି ଓ ଏତେ କଟକଣା ସତ୍ୱେ କିଏ ଯୋଗାଉଛି ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି ହେଉଛି ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.