ସୋଡକ ଠାରେ “ଆମ ଓଡିଶା ନବୀନ ଓଡିଶା “କାର୍ଯ୍ୟକ୍ରମ ଅନୁଷ୍ଠିତ।

0 241

ପୋଲସରା,୧୧/୦୨(ପିପିଟି):ପୋଲସରା ବ୍ଲକ୍ ଅନ୍ତର୍ଗତ ସୋଡ଼କ ଗ୍ରାମ ଠାରେ ” ଆମ ଓଡ଼ିଶା ନବୀନ ଓଡ଼ିଶା ” ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ସଚେତନତା ଶିବିର କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି। ଜନ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.