ସୁକିନ୍ଦା ବୋହୁ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ ଦିନରେ ଶୁଭେଛା ।

0 483

ଯାଜପୁର,୧/୬ , (ଏ,ରାଉତ)ନିକଟରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କରି ଓଡ଼ିଆ ଘର ତଥା ସୁକିନ୍ଦାର ବୋହୁ ହୋଇଛନ୍ତି ବଙ୍ଗୀୟ ଝିଅ ଝିଲିକ୍ ଭଟ୍ଟଚାର୍ଯ୍ୟ । ବିବାହ ପରେ ନିଜକୁ ଓଡ଼ିଆ ଘର ଚାଲିଚଳଣୀ ସହିତ ବେଶ ଖାପ ଖୁଆଇ ଓଡ଼ିଆ ବୋହୁ ହୋଇ ସାରିଲେଣି । କରୋନା ସମୟରେ ସୁକିନ୍ଦାରେ ରହି ସହାୟତାର ହାତ ମଧ୍ୟ ବଢାଇଥିଲେ । ଯାହା ତାଙ୍କୁ ଲୋକପ୍ରିୟ କରିଥିଲା ।ଆଜି ତାଙ୍କ ଶୁଭ ଜନ୍ମ ଦିନ । ଏହି ଅବସରରେ ସୁକିନ୍ଦାବାସୀ ସୁକିନ୍ଦାର ବୋହୁ ଝିଲିକଙ୍କୁ ଶୁଭକାମନା ସହିତ ଆଶୀର୍ବାଦ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.