ସାନିଟାଇଜ ହେଲା କଣ୍ଟେନମେଣ୍ଟ ଜୋନ ।

0 336

ଭଞ୍ଜନଗର,ତା-୨୭/୦୬(ପିପିଟି); ଭଞ୍ଜନଗର ଏନ.ଏ.ସି ର ୬ ଓ ୧୨ନଂ ୱାର୍ଡକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପରେ ସତର୍କତା ଅବଲମ୍ବନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଏହି ସ୍ଥାନ ବୁଲି ଦେଖିବା ସହ ଗୋଷ୍ଠୀ ସଂକ୍ରମଣ କୁ ରୋକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ଏହି ଅଞ୍ଚଳର ସମସ୍ତ ପ୍ରବେଶ ପଥକୁ ସିଲ କରିବା ସହ କଟକଣା ଜାରି କରିଛନ୍ତି।ସୁରକ୍ଷା ଦୃଷ୍ଟିରୁ ଆଜି ସମଗ୍ର ଅଞ୍ଚଳକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.