ଶେରଗଡ,୦୨/୦୭(ପିପିଟି);ଶେରଗଡ଼ ଦକ୍ଷିଣ ଘୁମୁସର ବନଖଣ୍ଡ ଷଡ଼ଙ୍ଗୀ ପଲ୍ଲୀ ସେକ୍ସନ ଦ୍ୱାରା ୭୨ ତମ ବନ ମହୋତ୍ସବ ସପ୍ତାହ ପାଳିତ ଏଥିରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଓ ଥାନା ଅଧିକାରିଣୀ ମମତା ସାମନ୍ତରାୟ ଯୋଗ ଦେଇ ବୃକ୍ଷ ହିଁ ଜୀବନ ,ବୃକ୍ଷ ରୋପଣ ଓ ଏହାର ଉପ କରିତା ଓ ସମ୍ପର୍କରେ ଅବଗତ କରିଥିଲେ ଏବଂ ସମସ୍ତଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆସିକା ବନ ଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ସାହୁ, ଉତ୍କଳ ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ଉପ ସଭାପତି ଇଂ ଦେବୀ ପ୍ରସାଦ ଦାଶ ,ସମୀର ପ୍ରଧାନ, ଟ୍ରୀ ଫାଉଣ୍ଡେସନ ସମ୍ପାଦକ ନିରାକାର ବିଷୋୟୀ ଏବଂ ସମସ୍ତ ବନ ବିଭାଗ ଅଧିକାରୀ ଓ ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଭିକୁ ନାୟକ। )