ଶେରଗଡ ତହସିଲଦାରଙ୍କ ଅଚାନକ କୁମାରପାଣି ଓ କେ କରଡାକଣା ଗସ୍ତ ।

0 665

ଶେରଗଡ,୧୨/୦୮(ପିପିଟି); ଶେରଗଡ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଆଜି ସକାଳୁ ସକାଳୁ ସଦଳବଳେ କୁମାରପାଣି ଓ କରଡାକଣା ଯାଇ ଜନ ସାଧାରଣ କିପରି କୋଭିଡ଼ ୧୯ ନିୟମ ମାନି ଚଳୁଛନ୍ତି ତାହାର ତଦାରଖ କରିବା ସହ କୋରନାରୁ ନିଜେ ବର୍ତିବା ସହ ଅନ୍ଯମାନଙ୍କ ଜୀବନ କିପରି ରକ୍ଷା ପାଇପାରିବ ସେହି ବିଷୟରେ ବୁଝାଇବା ସହ ମାକ୍ସ ବ୍ୟବହାର କରିବା ଓ ସାବୁନରେ ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକମାନଙ୍କୁ ବୁଝାଇ ସଚେତନ କରିଥିଲେ ତହସିଲଦାର ଡଃ ଦୟାସିନ୍ଧୁ ପରିଡାଙ୍କ ଏପରି ସଚେତନ କରିବା କାର୍ଯ୍ୟକ୍ରମକୁ ଲୋକମାନେ ଭୂୟସୀ ପ୍ରଶଂସା କରିଥିଲେ । ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.