ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲେ ।

0 224

ଶେରଗଡ଼: ୨୭/୦୪ -ଆଜି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଶେରଗଡ଼ ଗ୍ରସ୍ତ ଅବସରରେ ଶେରଗଡ଼ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ଼ ଦାୟସିନ୍ଧୁ ପରିଡ଼ା ଓ ଗୋଷ୍ଠି ଶିକ୍ଷା ଅଧିକାରୀ ଭାକ୍ସର ଲେଙ୍କା ଙ୍କ ଉପସ୍ଥିତରେ ଶେରଗଡ଼ ବ୍ଲକ ର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ ଙ୍କ ଗୋଟିଏ ଦିନ ର ଦରମା,  ୪,୮୩,୪୪୧ ଟଙ୍କା ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଫୁଲ କୁମାର ପଣ୍ଡା ଓ ମିଳିତ ଶିକ୍ଷକ ସଂଘ ସଭାପତି କାଳିଚରଣ ଚୌଧୁରୀଙ୍କ ଦ୍ଵାରା କୋଭିଡ୧୯ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.