ଲକ୍ ଡାଉନ ନିୟମକୁ ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ।

0 565

ଯାଜପୁର,୨୦/୦୭(ପିପିଟି); କିଛି ଦିନ ନୀରବତା ପରେ ପୁଣି ଜାଗିଛି ପ୍ରଶାସନ ଲକ ଡାଉନ ନିୟମକୁ କଡାକଡି ଯାଞ୍ଚ କରିଛି ପ୍ରଶାସନ । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଜାରକା ଓ କଏମା ସମେତ ବିଭିନ୍ନ ଅଞ୍ଚଳ ବୁଲି ଲକ୍ ଡାଉନ ନିୟମ ଭଙ୍ଗ କରୁଥିବା ଲୋକଙ୍କୁ  ଧରି ଫାଇନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ତହସିଲଦାର ସରୋଜ କୁମାର ପଣ୍ଡା ଓ ଥାନା ଅଧିକାରୀ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତି ରହି ଲକ୍ ଡାଉନ ନିୟମ ଭଙ୍ଗ କରୁଥିବା ଲୋକ ଧରି ଫାଇନ କରିଛନ୍ତି । ଏଭଳି ଯାଞ୍ଚ କୁ ଦେଖି ଲୋକ ମୁହଁରେ ପ୍ରଶଂସା ।

Leave A Reply

Your email address will not be published.