ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୭ ।

0 145

ରାୟଗଡା ,ତା-୨୫/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୩୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୬,୯୨୫, ଚିକିତ୍ସିତ ସଂଖ୍ୟା ୨୬,୮୨୫, ମୃତ ସଂଖ୍ୟା ୪୨୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭୭ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୪୨୦, ସୁସ୍ଥ ସଂଖ୍ୟା ୧,୯୨୪,ଚିକିତ୍ସିତ ସଂଖ୍ୟା ୧,୪୭୫ ଏବଂ ମୃତ ସଂଖ୍ୟା ୨୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୭୫୨ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୭ ବୋଲି ଜଣାପଡିଛି ।

Leave A Reply

Your email address will not be published.