ରାସ୍ତା ନଥିବାରୁ ଅସୁଵିଧା ସମ୍ମୁଖୀନ ହେଉଛନ୍ତି ରୁଗୁଡ଼ିପଡା ଗ୍ରାମବାସୀ ।

0 193

କଳାହାଣ୍ଡି,୧୮/୦୬(ପିପିଟି); କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ କର୍ଲାମୁଣ୍ତା ପଞ୍ଚାୟତ ସ୍ଥିତ ରୁଗୁଡ଼ିପଡା ଗାଁରେ  ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଏହି ଗାଁ ଲୋକ ଯିବାଆସିବା ପାଇଁ ଭଲ  ରାସ୍ତା ନାହିଁ । ଅଳ୍ପ ବର୍ଷା ହେଲେ  ରାସ୍ତାରେ ପାଣି ଜମି ଯାଉଛି । ଗମନାଗମନରେ ବାଧା ସୃଷ୍ଟି ହେଉଛି । ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ପକ୍କା ରାସ୍ତା ନିର୍ମାଣ ପାଇଁ  ଦାବି ହୋଇଛି ।
ରିପୋର୍ଟ -ବବୁଲୁ ସାହୁ ।

Leave A Reply

Your email address will not be published.