ରାମନାଗୁଡା ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ନୂତନ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ ।

0 127

ରାମନାଗୁଡା,(ପିପିଟି)୦୨/୦୫ : ରାୟଗଡ଼ା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ରୂପେ ଡ଼ଃ ପ୍ରବିଣ କୁମାର ଜେନା ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ନୂତନ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ  ଶୁଭେଚ୍ଛା ଜଣାଇବା ସହ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସହଯୋଗରେ ସ୍ଥାନୀୟ ଅଞ୍ଚଳର ସ୍ଵାସ୍ଥ୍ୟ ସମସ୍ୟା ସୁଦୃଢ କରାଯାଇପାରିବ ସହ ସ୍ବାସ୍ଥ୍ୟ ସମସ୍ୟା ଦିଗରେ ଗୁରୁତ୍ବ ଦିଆଯିବା ସହ କୋରୋନା ମୁକାବିଲା କ୍ଷେତ୍ରରେ  ସମସ୍ତ କର୍ମଚାରୀ ପ୍ରସ୍ତୁତ ହୋଇ ରହିଥିବା ସହ ମୁକାବିଲା କ୍ଷେତ୍ରରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଡ଼ଃ ପ୍ରବିଣ କୁମାର ଜେନା ସୂଚନା ଦେଇଛନ୍ତି ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.