ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧୧୦ ।

0 1,285

ଭୁବନେଶ୍ବର ୧୫/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୧୧୦ । ପଜିଟିଭ ସଂଖ୍ୟା ୯,୪୭,୮୫୯ ଚିହ୍ନଟ ହୋଇଛନ୍ତି ୯,୨୦,୬୪୬ ଜଣ ସୁସ୍ଥ ହୋଇଥିବା ବେଳେ ୨୨,୨୯୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୮୬୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୨,୫୪୯ ସୁସ୍ଥ ସଂଖ୍ୟା ୧,୩୬,୯୫୯ ଚିକିତ୍ସିତ ସଂଖ୍ୟା ୪,୭୫୩, ମୃତ ସଂଖ୍ୟା ୮୨୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୨,୫୦୭ ସୁସ୍ଥ ସଂଖ୍ୟା ୭୯,୦୦୧ ଚିକିତ୍ସିତ ସଂଖ୍ୟା ୩,୧୯୧, ମୃତ ସଂଖ୍ୟା ୩୧୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୨୭୨ ସୁସ୍ଥ ସଂଖ୍ୟା ୩୨,୭୭୩ ଚିକିତ୍ସିତ ସଂଖ୍ୟା ୯୭, ମୃତ ସଂଖ୍ୟା ୩୯୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୦୬୬ ସୁସ୍ଥ ସଂଖ୍ୟା ୫୮,୯୯୯ ଚିକିତ୍ସିତ ସଂଖ୍ୟା ୬୪୩ ,ମୃତ ସଂଖ୍ୟା ୪୨୦,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୨୧୮ ସୁସ୍ଥ ସଂଖ୍ୟା ୧୦,୮୮୪ ଚିକିତ୍ସିତ ସଂଖ୍ୟା ୨୯୧ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.