ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୮୭୦ ।

0 1,395

ଭୁବନେଶ୍ବର ୦୪/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୭୦ । ପଜିଟିଭ ସଂଖ୍ୟା ୯,୨୧,୮୯୬ ଚିହ୍ନଟ ହୋଇଛନ୍ତି ୮,୮୭,୪୨୦ ଜଣ ସୁସ୍ଥ ହୋଇଥିବା ବେଳେ ୩୦,୨୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୧୯୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୭,୪୯୮ ସୁସ୍ଥ ସଂଖ୍ୟା ୧,୩୧,୬୬୨ ଚିକିତ୍ସିତ ସଂଖ୍ୟା ୫,୧୪୪, ମୃତ ସଂଖ୍ୟା ୬୮୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୮,୫୯୫ ସୁସ୍ଥ ସଂଖ୍ୟା ୭୩,୯୦୯ ଚିକିତ୍ସିତ ସଂଖ୍ୟା ୪,୩୮୭, ମୃତ ସଂଖ୍ୟା ୨୯୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୧୨୪ ସୁସ୍ଥ ସଂଖ୍ୟା ୩୨,୬୨୯ ଚିକିତ୍ସିତ ସଂଖ୍ୟା ୧୩୯ , ମୃତ ସଂଖ୍ୟା ୩୪୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୩୪୯ ସୁସ୍ଥ ସଂଖ୍ୟା ୫୮,୪୧୩ ଚିକିତ୍ସିତ ସଂଖ୍ୟା ୫୬୫ ,ମୃତ ସଂଖ୍ୟା ୩୬୭ ,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୮୧୬ ସୁସ୍ଥ ସଂଖ୍ୟା ୧୦,୧୬୦ ଚିକିତ୍ସିତ ସଂଖ୍ୟା ୬୧୩ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.