ଭୁବନେଶ୍ବର ୨୩/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୪୫୬। ପଜିଟିଭ ସଂଖ୍ୟା ୮,୮୬,୪୪୬ ଚିହ୍ନଟ ହୋଇଛନ୍ତି ୮,୪୮,୯୬୦ ଜଣ ସୁସ୍ଥ ହୋଇଥିବା ବେଳେ ୩୪,୨୧୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୭୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୧,୯୮୬ ସୁସ୍ଥ ସଂଖ୍ୟା ୧,୨୬,୧୦୨ ଚିକିତ୍ସିତ ସଂଖ୍ୟା ୫,୨୮୬, ମୃତ ସଂଖ୍ୟା ୫୮୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୩,୪୩୧ ସୁସ୍ଥ ସଂଖ୍ୟା ୬୯,୮୩୬ ଚିକିତ୍ସିତ ସଂଖ୍ୟା ୩୩୩୯, ମୃତ ସଂଖ୍ୟା ୨୪୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୯୧୯ ସୁସ୍ଥ ସଂଖ୍ୟା ୩୨,୩୯୨ ଚିକିତ୍ସିତ ସଂଖ୍ୟା ୨୦୧ , ମୃତ ସଂଖ୍ୟା ୩୧୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୬୬୮ ସୁସ୍ଥ ସଂଖ୍ୟା ୫୭,୪୮୩ ଚିକିତ୍ସିତ ସଂଖ୍ୟା ୮୪୭ ,ମୃତ ସଂଖ୍ୟା ୩୩୪ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୦୮୫ ସୁସ୍ଥ ସଂଖ୍ୟା ୯,୪୭୩ ଚିକିତ୍ସିତ ସଂଖ୍ୟା ୫୭୦ ,ମୃତ ସଂଖ୍ୟା ୩୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।