ଭୁବନେଶ୍ବର ୦୫/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୯। ପଜିଟିଭ ସଂଖ୍ୟା ୧୦,୫୦,୨୪୯ ଚିହ୍ନଟ ହୋଇଛନ୍ତି ୧୦,୩୯,୪୬୧ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୧୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୯,୫୦୩ ସୁସ୍ଥ ସଂଖ୍ୟା ୧,୭୬,୯୪୪ ଚିକିତ୍ସିତ ସଂଖ୍ୟା ୯୬୫, ମୃତ ସଂଖ୍ୟା ୧୫୮୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୨୮୪, ସୁସ୍ଥ ସଂଖ୍ୟା ୯୪,୨୯୬ ଚିକିତ୍ସିତ ସଂଖ୍ୟା ୧୨୭, ମୃତ ସଂଖ୍ୟା ୮୫୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୩୪ ସୁସ୍ଥ ସଂଖ୍ୟା ୩୩,୪୧୯ ଚିକିତ୍ସିତ ସଂଖ୍ୟା ୨୬ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୮୪ ସୁସ୍ଥ ସଂଖ୍ୟା ୬୧,୪୫୨ ଚିକିତ୍ସିତ ସଂଖ୍ୟା ୧୩୬, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।