ଭୁବନେଶ୍ବର ୨୮/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୧। ପଜିଟିଭ ସଂଖ୍ୟା ୧୦,୪୮,୬୮୩ ଚିହ୍ନଟ ହୋଇଛନ୍ତି ୧୦,୩୭,୮୬୪ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୫୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୦୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୮୦୬ ସୁସ୍ଥ ସଂଖ୍ୟା ୧,୭୬,୧୬୦ ଚିକିତ୍ସିତ ସଂଖ୍ୟା ୧,୦୫୭, ମୃତ ସଂଖ୍ୟା ୧୫୭୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୧୮୬, ସୁସ୍ଥ ସଂଖ୍ୟା ୯୪,୧୮୩ ଚିକିତ୍ସିତ ସଂଖ୍ୟା ୧୪୪, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୧୧ ସୁସ୍ଥ ସଂଖ୍ୟା ୩୩,୪୦୧ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୧୪ ସୁସ୍ଥ ସଂଖ୍ୟା ୬୧,୩୬୯ ଚିକିତ୍ସିତ ସଂଖ୍ୟା ୧୫୦, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।