ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧୨।

0 1,301

ଭୁବନେଶ୍ବର ୨୩/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୧୨। ପଜିଟିଭ ସଂଖ୍ୟା ୧୦,୪୭,୩୮୬ ଚିହ୍ନଟ ହୋଇଛନ୍ତି ୧୦,୩୬,୭୪୬ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୯୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୯୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୨୨୫ ସୁସ୍ଥ ସଂଖ୍ୟା ୧,୭୫,୬୧୧ ଚିକିତ୍ସିତ ସଂଖ୍ୟା ୧,୦୩୦, ମୃତ ସଂଖ୍ୟା ୧୫୭୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୧୦୨, ସୁସ୍ଥ ସଂଖ୍ୟା ୯୪,୦୮୧ ଚିକିତ୍ସିତ ସଂଖ୍ୟା ୧୬୨, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୦୦ ସୁସ୍ଥ ସଂଖ୍ୟା ୩୩,୩୯୩ ଚିକିତ୍ସିତ ସଂଖ୍ୟା ୧୮ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୦୫୬ ସୁସ୍ଥ ସଂଖ୍ୟା ୬୧,୩୩୮ ଚିକିତ୍ସିତ ସଂଖ୍ୟା ୧୨୩, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.