ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୭୬।

0 1,245

ଭୁବନେଶ୍ବର ୦୮/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୭୬। ପଜିଟିଭ ସଂଖ୍ୟା ୧୦,୪୩,୭୪୫ ଚିହ୍ନଟ ହୋଇଛନ୍ତି ୧୦,୩୨,୧୯୭ ଜଣ ସୁସ୍ଥ ହୋଇଥିବା ବେଳେ ୩,୧୩୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୬୧ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୬,୪୫୧ ସୁସ୍ଥ ସଂଖ୍ୟା ୧,୭୩,୩୭୧ ଚିକିତ୍ସିତ ସଂଖ୍ୟା ୧,୫୧୭, ମୃତ ସଂଖ୍ୟା ୧୫୫୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୮୩୩, ସୁସ୍ଥ ସଂଖ୍ୟା ୯୩,୬୭୮ ଚିକିତ୍ସିତ ସଂଖ୍ୟା ୨୯୭, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୬୯ ସୁସ୍ଥ ସଂଖ୍ୟା ୩୩,୩୬୧ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୪୭୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୯୦ ସୁସ୍ଥ ସଂଖ୍ୟା ୬୧,୨୨୩ ଚିକିତ୍ସିତ ସଂଖ୍ୟା ୭୩,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.