ଭୁବନେଶ୍ବର ୦୬/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୦୮। ପଜିଟିଭ ସଂଖ୍ୟା ୧୦,୪୩,୧୫୧ ଚିହ୍ନଟ ହୋଇଛନ୍ତି ୧୦,୩୧,୪୨୫ ଜଣ ସୁସ୍ଥ ହୋଇଥିବା ବେଳେ ୩,୩୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୫୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୬,୧୭୪ ସୁସ୍ଥ ସଂଖ୍ୟା ୧,୭୩,୦୩୦ ଚିକିତ୍ସିତ ସଂଖ୍ୟା ୧,୫୮୬, ମୃତ ସଂଖ୍ୟା ୧୫୪୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୭୮୫, ସୁସ୍ଥ ସଂଖ୍ୟା ୯୩,୬୦୮ ଚିକିତ୍ସିତ ସଂଖ୍ୟା ୩୧୯, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୬୫ ସୁସ୍ଥ ସଂଖ୍ୟା ୩୩,୩୫୪ ଚିକିତ୍ସିତ ସଂଖ୍ୟା ୨୫ ମୃତ ସଂଖ୍ୟା ୪୭୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୭୫ ସୁସ୍ଥ ସଂଖ୍ୟା ୬୧,୨୦୮ ଚିକିତ୍ସିତ ସଂଖ୍ୟା ୭୩ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।