ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୦।

0 1,148

ଭୁବନେଶ୍ବର ୦୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୦। ପଜିଟିଭ ସଂଖ୍ୟା ୧୦,୪୨,୯୪୩ ଚିହ୍ନଟ ହୋଇଛନ୍ତି ୧୦,୩୦,୮୮୯ ଜଣ ସୁସ୍ଥ ହୋଇଥିବା ବେଳେ ୩,୬୫୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୬,୦୭୫ ସୁସ୍ଥ ସଂଖ୍ୟା ୧,୭୨,୭୪୦ ଚିକିତ୍ସିତ ସଂଖ୍ୟା ୧,୭୭୯, ମୃତ ସଂଖ୍ୟା ୧୫୪୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୭୬୫, ସୁସ୍ଥ ସଂଖ୍ୟା ୯୩,୫୭୧ ଚିକିତ୍ସିତ ସଂଖ୍ୟା ୩୩୬, ମୃତ ସଂଖ୍ୟା ୮୫୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୬୩ ସୁସ୍ଥ ସଂଖ୍ୟା ୩୩,୩୫୧ ଚିକିତ୍ସିତ ସଂଖ୍ୟା ୨୬ ମୃତ ସଂଖ୍ୟା ୪୭୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୬୭ ସୁସ୍ଥ ସଂଖ୍ୟା ୬୧,୨୦୧ ଚିକିତ୍ସିତ ସଂଖ୍ୟା ୭୨ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.