ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୨୫।

0 1,143

ଭୁବନେଶ୍ବର ୨୪/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୨୫ । ପଜିଟିଭ ସଂଖ୍ୟା ୧୦,୦୨,୩୨୩ ଚିହ୍ନଟ ହୋଇଛନ୍ତି ୯,୮୬,୩୩୪ ଜଣ ସୁସ୍ଥ ହୋଇଥିବା ବେଳେ ୮,୪୪୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୪୯୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୮,୪୪୬ ସୁସ୍ଥ ସଂଖ୍ୟା ୧,୫୩,୭୪୭ ଚିକିତ୍ସିତ ସଂଖ୍ୟା ୩,୨୬୮, ମୃତ ସଂଖ୍ୟା ୧୪୨୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୯୫୫ ସୁସ୍ଥ ସଂଖ୍ୟା ୮୮,୨୨୯ ଚିକିତ୍ସିତ ସଂଖ୍ୟା ୧,୦୮୪, ମୃତ ସଂଖ୍ୟା ୬୩୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୭୬ ସୁସ୍ଥ ସଂଖ୍ୟା ୩୩,୦୫୫ ଚିକିତ୍ସିତ ସଂଖ୍ୟା ୪୬, ମୃତ ସଂଖ୍ୟା ୪୬୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୦୬୨ ସୁସ୍ଥ ସଂଖ୍ୟା ୬୦,୩୮୫ ଚିକିତ୍ସିତ ସଂଖ୍ୟା ୧୦୩ ,ମୃତ ସଂଖ୍ୟା ୫୭୦, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୭୬ ସୁସ୍ଥ ସଂଖ୍ୟା ୧୧,୪୯୮ ଚିକିତ୍ସିତ ସଂଖ୍ୟା ୩୦ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.