ଭୁବନେଶ୍ବର ୧୮/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୯୩ । ପଜିଟିଭ ସଂଖ୍ୟା ୯,୯୭,୧୪୬ ଚିହ୍ନଟ ହୋଇଛନ୍ତି ୯,୮୦,୪୭୧ ଜଣ ସୁସ୍ଥ ହୋଇଥିବା ବେଳେ ୯,୫୩୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୦୮୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୬,୫୩୪ ସୁସ୍ଥ ସଂଖ୍ୟା ୧,୫୧,୫୬୫ ଚିକିତ୍ସିତ ସଂଖ୍ୟା ୩,୫୬୪, ମୃତ ସଂଖ୍ୟା ୧୩୯୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୨୩୯ ସୁସ୍ଥ ସଂଖ୍ୟା ୮୭,୩୮୭ ଚିକିତ୍ସିତ ସଂଖ୍ୟା ୧,୨୯୯, ମୃତ ସଂଖ୍ୟା ୫୪୯, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୩୯ ସୁସ୍ଥ ସଂଖ୍ୟା ୩୩,୦୨୨ ଚିକିତ୍ସିତ ସଂଖ୍ୟା ୪୪, ମୃତ ସଂଖ୍ୟା ୪୬୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୦୦୦ ସୁସ୍ଥ ସଂଖ୍ୟା ୬୦,୩୧୭ ଚିକିତ୍ସିତ ସଂଖ୍ୟା ୧୧୦ ,ମୃତ ସଂଖ୍ୟା ୫୬୯, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୬୧ ସୁସ୍ଥ ସଂଖ୍ୟା ୧୧,୪୬୭ ଚିକିତ୍ସିତ ସଂଖ୍ୟା ୪୬ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।