ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୨୦।

0 1,272

ଭୁବନେଶ୍ବର ୧୭/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୨୦ । ପଜିଟିଭ ସଂଖ୍ୟା ୯,୯୬,୧୫୩ ଚିହ୍ନଟ ହୋଇଛନ୍ତି ୯,୭୯,୪୦୭ ଜଣ ସୁସ୍ଥ ହୋଇଥିବା ବେଳେ ୯,୬୭୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୦୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୬,୧୧୫ ସୁସ୍ଥ ସଂଖ୍ୟା ୧,୫୧,୧୭୯ ଚିକିତ୍ସିତ ସଂଖ୍ୟା ୩,୫୩୨, ମୃତ ସଂଖ୍ୟା ୧୩୯୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୯,୧୪୪ ସୁସ୍ଥ ସଂଖ୍ୟା ୮୭,୩୨୪ ଚିକିତ୍ସିତ ସଂଖ୍ୟା ୧,୨୮୨, ମୃତ ସଂଖ୍ୟା ୫୩୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୩୪ ସୁସ୍ଥ ସଂଖ୍ୟା ୩୩,୦୧୭ ଚିକିତ୍ସିତ ସଂଖ୍ୟା ୪୩, ମୃତ ସଂଖ୍ୟା ୪୬୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୯୯୨ ସୁସ୍ଥ ସଂଖ୍ୟା ୬୦,୩୦୬ ଚିକିତ୍ସିତ ସଂଖ୍ୟା ୧୧୩ ,ମୃତ ସଂଖ୍ୟା ୫୬୯, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୬୦ ସୁସ୍ଥ ସଂଖ୍ୟା ୧୧,୪୬୧ ଚିକିତ୍ସିତ ସଂଖ୍ୟା ୫୧ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.