ଭୁବନେଶ୍ବର ୦୭/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦୯୬ । ପଜିଟିଭ ସଂଖ୍ୟା ୯,୮୫,୮୨୭ ଚିହ୍ନଟ ହୋଇଛନ୍ତି ୯,୬୬,୯୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧୨,୪୮୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୬୩୬୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୨,୫୬୫ ସୁସ୍ଥ ସଂଖ୍ୟା ୧,୪୭,୨୭୪ ଚିକିତ୍ସିତ ସଂଖ୍ୟା ୪,୦୧୬, ମୃତ ସଂଖ୍ୟା ୧୨୬୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୭,୭୧୨ ସୁସ୍ଥ ସଂଖ୍ୟା ୮୫,୭୦୫ ଚିକିତ୍ସିତ ସଂଖ୍ୟା ୧,୫୮୮, ମୃତ ସଂଖ୍ୟା ୪୧୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୪୭୫ ସୁସ୍ଥ ସଂଖ୍ୟା ୩୨,୯୫୧ ଚିକିତ୍ସିତ ସଂଖ୍ୟା ୫୫, ମୃତ ସଂଖ୍ୟା ୪୬୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୮୬୪ ସୁସ୍ଥ ସଂଖ୍ୟା ୬୦,୧୧୩ ଚିକିତ୍ସିତ ସଂଖ୍ୟା ୨୯୬ ,ମୃତ ସଂଖ୍ୟା ୫୫୧, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୦୨ ସୁସ୍ଥ ସଂଖ୍ୟା ୧୧,୩୯୮ ଚିକିତ୍ସିତ ସଂଖ୍ୟା ୫୬ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।