ମୃତ ଚାଷୀ ପରିବାରକୁ ସହଯୋଗର ହାତ ବଢ଼ାଇଲେ ବିଧାୟିକା ।

0 124

କୋଦଳା,(ପିପିଟି)୦୧/୦୫ – ବୁଧବାର କୋଦଳା ହଜ କୁ ଗାଧୋଇବାକୁ ଯାଇ ଜଣେ ୬୪ ବର୍ଷୀୟ ବୃଦ୍ଧ ମୃତ୍ୟୁ ବରଣ କରିଥିଲେ । ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ଗୁରୁବାର ଉକ୍ତ ଶୋକ ସନ୍ତପ୍ତ ପରିବାର ଘରକୁ ଯାଇ ପରିବାର କୁ ସହଯୋଗର ହାତ ବଢାଇଥିଲେ ।ସେମାନଙ୍କ ସହିତ କିଛି ସମୟ ବିତାଇବା ପରେ କିଛି ଆର୍ଥିକ ସହଯୋଗ କରିଥିଲେ ଏବଂ ସରକାରୀ ସହାୟତା ଶୀଘ୍ର କିପରି ପାଇବେ ସେଥିପ୍ରତି ଚେଷ୍ଟା କରିବିବୋଲି କହିଥିଲେ । ମୃତ୍ୟୁ ବ୍ୟକ୍ତିଙ୍କ ଘରକୁ ଯାଇ ଆର୍ଥିକ ସହାୟତା ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି |

Leave A Reply

Your email address will not be published.