ମୃତ ଓ ଆହତ ବ୍ଯକ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ।

0 744

ବୁଗୁଡା,(ପିପିଟି ନ୍ଯୁଜ୍)୦୨/୦୬,ବୁଗୁଡା ବ୍ଲକ ଅନ୍ତର୍ଗତ ଡେଙ୍ଗାବାଡ଼ି ଗ୍ରାମରେ ଗତକାଲି ବଜ୍ରାଘାତରେ ଦୁଇ ଜଣ ମୃତ୍ୟୁବରଣ କରିଥିଲେ ଓ ଡେଙ୍ଗାବାଡ଼ି ଗ୍ରାମର ବଳରାମ ଗୌଡ଼ ମହାରାଜ କୃଷ୍ଣଚନ୍ଦ୍ର ଗଜପତି  ମେଡିକାଲରେ ଚିକିତ୍ସାଧୀନ ଥିଲେ।ଆଜି ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ତାକରଡ଼ା ଓ ଡେଙ୍ଗାବାଡି ଗ୍ରାମର ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ଚିକିତ୍ସିତ ହୋଇ ଫେରିଥିବା ଆହତ ବ୍ୟକ୍ତିଙ୍କ ପରିବାରକୁ ଭେଟି ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.