ମୃତକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ପୋଲସରା ବିଧାୟକ ।

0 257

ବୁଗୁଡା,(ପିପିଟି ନ୍ଯୁଜ୍)୩୦/୦୫,ବୁଗୁଡା ବ୍ଲକ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦୀହୁଡି ବୟସ ୩୮ ଗତକାଲି ସୁରତରୁ ଗ୍ରାମକୁ ଫେରୁଥିବା ସମୟରେ ବ୍ରେନ ହମ୍ରେଜ ହୋଇ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି।ମୃତକଙ୍କ ମର ଶରୀର ଆଜି ଗ୍ରାମରେ ପହଞ୍ଚିଛି ।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.