ମୁନିସିପାଲଟିର ବିଭିନ୍ନ ୱାର୍ଡରେ ଭତ୍ତା ବଣ୍ଟନ ।

0 23

ହିଞିଳିକାଟୁ,(ପିପିଟି ନ୍ଯୁଜ୍) ୦୩/୦୪:- ସ୍ଥାନୀୟ ପୌର ପରିଷଦ ତରଫରୁ ପ୍ରତ୍ୟେକ ୱାର୍ଡରେ ୪ମାସର ଭତ୍ତା କାରାଯାଇଛି। ଶୁନାରୀ ଡିମ୍ବିରା ସାହି ,ରେଗିଡି ସାହି,ଅଗ୍ନିଶମ ବିଭାଗ ସାହି ବା ୱାର୍ଡ ନଂ ୬ ରେ ସମସ୍ତ ହିତାଧିକାରୀ ମାନଙ୍କୁ ଘର ସାମ୍ନାକୁ ପହଁଚି ଏହି ଅଗ୍ରୀମ ଭତ୍ତା ପ୍ରଦାନ କରାଯାଇଛି ।ଲକଡାଉନ ଯୋଗୁଁ ହିତାଧିକାରୀ ମାନେ ଭତ୍ତା ନିମନ୍ତେ ପୋୖର ପରିଷଦକୁ ଯାଇନପାରିବା ଏବଂ ସେଠାରେ ଏକତ୍ରିତ ହୋଇ ଭିଡ ଜମିବା ରହିବା କରୋନା ସଂକ୍ରମଣ ଆଶଙ୍କା ଥିବାରୁ ।  ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ  ପୋୖର ପରିଷଦର ଅଭିରାମ ସାହୁ ଓ କିଛି  କାର୍ଯ୍ୟରତ ଅଧିକାରୀ  ଏହି ଭତ୍ତା ବଣ୍ଟନ ରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.