“ମାରଦା ମହୋତ୍ସବ ୨୦୨୪” ଦ୍ବିତୀୟ ଦିବସ ଅନୁଷ୍ଠିତ।

0 159

ପୋଲସରା,୧୨/୦୨(ପିପିଟି):ପୋଲସରା ଲୁଣିଘାଟି ପଡ଼ିଆ ଠାରେ ଶରଣ ଶ୍ରୀକ୍ଷେତ୍ର ” ମାରଦା ମହୋତ୍ସବ- ୨୦୨୪ ” ର ୨ୟ ଦିବସ ଅନୁଷ୍ଠିତ ହେଉଅଛି। ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଏବଂ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମାରଦା ମହୋତ୍ସବ ରେ ଯୋଗ ଦେଇଛନ୍ତି।ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.