ଭଞ୍ଜନଗର ରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ ।

0 179

ଭଞ୍ଜନଗର,ତା-୨୮/୦୬(ପିପିଟି); ଦିନକୁ ଦିନ ଭଞ୍ଜନଗର ସହରରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଶନିବାର ୪ ଜଣ ପୋଲିସ କର୍ମଚାରୀ ଓ ଭେଜିପୁଟ ଗୋଲା ସାହିର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଅନ୍ୟ କରୋନା ଯୋଦ୍ଧା ମାନେ ଓ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ଏଭଳି ସ୍ଥିତିରେ ସମସ୍ତେ ସତର୍କତା ଅବଲମ୍ବନ କରି କୋଭିଡ଼-୧୯ ନିୟମ ପାଳନ କରିବା ସହ ଘରେ ସୁରକ୍ଷିତ ଭାବେ ରହିବା ଜରୁରୀ ହୋଇପଡିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.