ଭଞ୍ଜନଗର ରେ ଆଜି ୧୬ ପଜିଟିଭ ଚିହ୍ନଟ ।

0 223

ଭଞ୍ଜନଗର,୦୩/୦୮(ପିପିଟି); ଆଜି ଗଞ୍ଜାମ ଜିଲ୍ଲାରେ ମୋଟ ୩୩୧ଟି କୋରନା ପଜିଟିଭ କେଶ ଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥି ମଧ୍ୟରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ଓ ବ୍ଲକର ୨ଜଣ କର୍ମଚାରୀ ସମେତ ଲାଲସିଙ୍ଗ ପଞ୍ଚାୟତ ଲଣ୍ଡେଇସାହି ରୁ ୩ଜଣ, ଜିଲୁଣ୍ଡି, ଡହ,ବେଣାକୁନ୍ଦା,ବାଉଁଶ ଲୁଣ୍ଡି, ଗୁଣ୍ଡୁରୀ ବାଡ଼ି, ଅଗଝୋଳ, ଲେମ୍ଭେଇ ଓ ତୁଳସୀ ପଲ୍ଲୀ ଗ୍ରାମର ଜଣେ ଲେଖାଏଁ ଥିବା ବେଳେ ଏନ.ଏ.ସି ଅନ୍ତର୍ଗତ ମହାପାତ୍ର କଲୋନୀ ଏବଂ କେନାଲ ସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ଥିବା ଜଣାପଡିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.