ଭଞ୍ଜନଗର ରୁ ୧୩ଆକ୍ରାନ୍ତ ଚିହ୍ନଟ ।

0 145

ଭଞ୍ଜନଗର,୦୭/୦୮(ପିପିଟି); ୬ତାରିଖରେ ପ୍ରକାଶିତ କୋରନା ରିପୋର୍ଟ ରେ ଗଞ୍ଜାମ ଜିଲ୍ଲାରେ ମୋଟ ୨୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୧୩ଜଣ ରହିଛନ୍ତି । ଏନ.ଏ.ସି ଅଧିନ ବ୍ରାହ୍ମଣ ସାହିର ୨ଜଣ, ଭେଜିପୁଟ, ଖାଲା ସାହିରୁ ଜଣେ ଲେଖାଏଁ ଓ ବ୍ଲକ ଅନ୍ତର୍ଗତ କୁଲାଡ଼ ରୁ ୨ଜଣ,ବାରୁଡ଼ା, ତିଳିସିଙ୍ଗି,ଲାଲସିଙ୍ଗ, ବଦାଙ୍ଗୀ, ବାସୁଦେବ ପୁର, ବାଉଁଶ ଲୁଣ୍ଡି ଓ ଭଞ୍ଜନଗର ଅଞ୍ଚଳର ଜଣେ ଲେଖାଏଁ ଆକ୍ରାନ୍ତ ଥିବା ଜଣାପଡିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.