ଭଞ୍ଜନଗର ରୁ ଆଜି ୧୧ପଜିଟିଭ ଚିହ୍ନଟ ।

0 255

ଭଞ୍ଜନଗର,୧୪/୦୮(ପିପିଟି); ମିଳିଥିବା ସୂଚନା ଅନୁସାରେ ଆଜି ଭଞ୍ଜନଗର ଅଞ୍ଚଳରେ ୧୧ଟି ପଜିଟିଭ କେଶ ରହିଛି।ସେଥି ମଧ୍ୟରେ ଭଞ୍ଜନଗର ଏନ.ଏ.ସି ର ଖାଲା ସାହି ର ଜଣେ ଥିବା ବେଳେ ଏହି ବ୍ଲକର କାଠ ଚିରା ଗ୍ରାମରୁ ୫ଜଣ,କୁଟୁଣିକୁମ୍ପା ଓ ଜିଲୁଣ୍ଡି ର ୨ଜଣ,କୁଲାଡ଼ ର ଜଣେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.