ଭଞ୍ଜନଗର ଥାନାରେ ୭କରୋନା ପଜିଟିଭ ।

0 1,133

ଭଞ୍ଜନଗର,୨୯/୦୬(ପିପିଟି); ଭଞ୍ଜନଗର ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାର ମୁକାବିଲା ପାଇଁ ଯେଉଁ ଯୋଦ୍ଧାମାନେ ଆଗରେ ରହି କାର୍ଯ୍ୟ କରୁଥିଲେ ଆଜି ସେମାନଙ୍କୁ କରୋନା ବଶୀଭୂତ କରିଛି।ଭଞ୍ଜନଗର ଥାନାର ୪ଜଣ ପୋଲିସ କନେଷ୍ଟବଳ ଓ ୩ଜଣ ହୋମଗାର୍ଡ ଆକ୍ରାନ୍ତ ହୋଇ କୋଭିଡ଼ କେୟାର ସେଣ୍ଟର ରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଏହା ଦେଖି ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇପଡି ଥିବା ବେଳେ ସାଧାରଣ ଲୋକ କୌଣସି କାମରେ ଥାନାକୁ ଯିବାକୁ ଡରୁଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.