ବେଆଇନ ବାଲି ଓ ପଥର ବୋଝେଇ ଟ୍ରାକ୍ଟର ଜବତ ।

0 472

ବେଲଗୁଣ୍ଠା,ତା -୨୭/୦୬(ପିପିଟି);ବେଆଇନ ପଥର ଓ ବାଲି ବୋଝେଇ ଦୁଇଟି ଟ୍ରାକ୍ଟରକୁ  ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଜବତ କରିଥିବା ଜଣାପଡ଼ିଛି । ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ବେଲଗୁଣ୍ଠା ତହସିଲଦାର ଶ୍ରୀ ବେହେରା  ଗିରିସୋଲାରୁ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ବେଳେ ଆମ୍ବପୁଆ ନିକଟରୁ ଏକ ପଥର ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି । ଦୁଇ ଟ୍ରାକ୍ଟରର ଡ୍ରାଇଭରକୁ ଅଟକ ରଖିଥିବା ତହସିଲଦାର ବେହେରା ପ୍ରକାଶ କରିଛନ୍ତି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.