ବାରଣ୍ଡା ରେ ଗାଡୁଛି ଶହ ଶହ କପା ବସ୍ତା; ଆସୁନାହାନ୍ତି ବେପାରୀ ।

0 179
ଶେରଗଡ଼,(ପିପିଟି ନ୍ଯୁଜ୍)୧୫/୦୪- ଶେରଗଡ ବ୍ଲକ୍  ଅନ୍ତର୍ଗତ ଭୁଷୁଣ୍ଡା,ସାଗରପଲି, ବାଦଗଡ଼,ହାଡ଼ିଚିରା, ଧବଳପୁର, ଷୋଳଶଳା, ଲାଞ୍ଜିଆପଲି, ଅଶୋକପୁର, ସୁନାନ୍ତର, ଧନନ୍ତର, ପଥରପୁଞ୍ଜି, ଗୋବିନ୍ଦପୁର,ନୁଆଁପଲି, ରାମଚନ୍ଦ୍ରପୁର, କାଞ୍ଜିଆମା, ନରେନ୍ଦ୍ରପୁର ଆଦି ଗାଁ ର ଚାଷୀ ମାନେ ଡାକ ପୋଲାଇ, କିଶୋର ପ୍ରଧାନ, ଧୋବା ସ୍ୱାଇଁ, ଯୋଗୀ ସ୍ୱାଇଁ , ଧନୁ ପୋଲାଇ, ପାଣ୍ଡବ ସ୍ୱାଇଁ ବୃନ୍ଦାବନ ନାୟକ, ବଲ୍ଲଭ ନାୟକ,ନାଡୁ ଜେନା,ଗଣ୍ଡୁ ପ୍ରଧାନ, କାକୁ ସ୍ୱାଇଁ, ଭଗତ ପୋଲାଇ, ଙ୍କ ବାରଣ୍ଡା ରେ ଗଡୁଛି କପା ବସ୍ତା କରୋନା ପାଇଁ ତାଲା ବନ୍ଦ ହେବା ଫଳ ରେ କପା ବେପାରୀ ଆସୁ ନାହାନ୍ତି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ! ସେପଟେ ଅମଳ ହୋଇଥିବା କପା ଘର ବାରଣ୍ଡା ରେ ପଡିରହିଥିବା ବେଳେ କପା ଚାଷ ପାଇଁ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି ଚାଷୀ ଅପେକ୍ଷା ରେ ଅଛନ୍ତି ସରକାରଙ୍କ ସହାୟତା ପାଇଁ, କେବେ ମିଳିବ ସହାୟତା !
ରିପୋର୍ଟ – ଭିକୁ ନାୟକ ।
Leave A Reply

Your email address will not be published.